ଏକାଠି ନଜର ଆସିଲେ କାର୍ତ୍ତିକ-କିଆରା, ଦେଖନ୍ତୁ ଭିଡିଓ...

By

Published : Mar 7, 2021, 7:49 PM IST

thumbnail
ମୁମ୍ବାଇ: ରବିବାର ଦିନ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଲେ ବହୁ ବି-ଟାଉନ୍ ସେଲିବ୍ରିଟି । ମୁମ୍ବାଇ ଏୟାରପୋର୍ଟରେ ଅଭିନେତା ବିକି କୌଶଲ, ରବୀନା ଟଣ୍ଡନ ଏବଂ ସାମନ୍ତା ଆକ୍କିନେନିଙ୍କୁ ଦେଖିବାକୁ ମିଳିଥିବାବେଳେ କାର୍ତ୍ତିକ ଏବଂ କିଆରା ଜୁହୁର ଏକ ଡ୍ୟାନ୍ସ କ୍ଲାସ ବାହାରେ ନଜର ଆସିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.