ମୁମ୍ବାଇରେ ବି-ଟାଉନ ବିୟୁଟି, ଦେଖନ୍ତୁ ଭିଡିଓ... - ମୁମ୍ବାଇରେ ବି-ଟାଉନ ବିୟୁଟି, ଦେଖନ୍ତୁ ଭିଡିଓ...
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10851404-1081-10851404-1614756882262.jpg)
ମୁମ୍ବାଇ: ମୁମ୍ବାଇରେ ନଜର ଆସିଲେ ବହୁ ବି-ଟାଉନ୍ ସେଲିବ୍ରିଟି । ବି-ଟାଉନ୍ ସୁନ୍ଦରୀ ନୋରା ଫତେହି, କ୍ରିତି ସାନନ୍, କିଆରା ଆଡଭାନି ଏବଂ ଅନ୍ୟାନ୍ୟ ସେଲିବ୍ରିଟିମାନେ ମଧ୍ୟ ମୁମ୍ବାଇର ବିଭିନ୍ନ ସ୍ଥାନରେ ନଜର ଆସିଛନ୍ତି । ଉପରୋକ୍ତ ଭିଡିଓରେ ସେମାନଙ୍କର ଷ୍ଟାଇଲିସ୍ ଲୁକ୍ ଦେଖନ୍ତୁ...