ନିକ୍କିଙ୍କ ହଟ ଅନ୍ଦାଜରେ ଫିଦା ଫ୍ୟାନ୍ସ - ନିକ୍କିଙ୍କ ହଟ ଅନ୍ଦାଜରେ ଫିଦା ଫ୍ୟାନ୍ସ
🎬 Watch Now: Feature Video

ନିକଟରେ ବିଗବସ ଫେମ ତଥା ଅଭିନେତ୍ରୀ ନିକ୍କି ତମ୍ବୋଲି ଇନଷ୍ଟାଗ୍ରାମରେ ଏକ ଥ୍ରୋବ୍ୟାକ୍ ଭିଡିଓ ଅପଲୋଡ୍ କରିଛନ୍ତି । ଯେଉଁଥିରେ ତାଙ୍କୁ ଏକ ଗ୍ରେ ଷ୍ଟ୍ରାପଲେସ୍ ଗାଉନ୍ ପିନ୍ଧିଥିବାର ଦେଖିବାକୁ ମିଳିଛି । ଫଟୋରେ ନିକ୍କିଙ୍କ ହଟ ଅନ୍ଦାଜକୁ ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି । ଅଭିନେତ୍ରୀ ଏବେ ସାଉଥ ଆଫ୍ରିକାରେ ଅଛନ୍ତି, ଯେଉଁଠି ସେ ରିଆଲିଟି ସୋ ‘ଖତୋରଁ କେ ଖିଲାଡି’ ସିଜନ-11ର ସୁଟିଂ କରୁଛନ୍ତି ।