ମୁମ୍ବାଇ ଏୟାରପୋର୍ଟରେ ଷ୍ଟାଇଲିସ୍ ଲୁକ୍ରେ ନିକି, ଦେଖନ୍ତୁ ଭିଡିଓ... - ମୁମ୍ବାଇ ଏୟାରପୋର୍ଟରେ ଷ୍ଟାଇଲିସ୍ ଲୁକ୍ ରେ ନିକି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10891832-119-10891832-1615005349888.jpg)
ମୁମ୍ବାଇ: ଶୁକ୍ରବାର ଦିନ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଲେ ବହୁ ବି-ଟାଉନ୍ ସେଲିବ୍ରିଟି । ଜାହ୍ନବୀ କପୁରଙ୍କ ସାନ ଭଉଣୀ ଖୁସୀ କପୁର, ବବି ଦେଓଲ ଏବଂ ବିଗ୍ ବସ୍ 14 ଫେମ ନିକି ତମ୍ବୋଲିଙ୍କୁ ଦେଖିବାକୁ ମିଳିଥିଲା ।