ସେଲିବ୍ରିଟିଙ୍କୁ ଟାର୍ଗେଟ କଲେ କଙ୍ଗନା, କହିଲେ ‘ଗରିବଙ୍କୁ ମାଗନି ଦାନ ’ - ସେଲିବ୍ରିଟିଙ୍କୁ ଟାର୍ଗେଟ କଲେ କଙ୍ଗନା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-11839588-986-11839588-1621569221403.jpg)
ମୁମ୍ବାଇ: ଇନଷ୍ଟାଗ୍ରାମରେ ବି-ଟାଉନର କୁଇନ କଙ୍ଗନା ରଣାୱତ କୋରୋନା ମହାମାରୀ ଶିଖିଥିବା ପାଞ୍ଚଟି ଶିକ୍ଷା ବିଷୟରେ ଜଣାଇଛନ୍ତି । ଏହାସହ ସେ କୋରୋନା ରିଲିଫ କାର୍ଯ୍ୟ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନ ଆରମ୍ଭ କରିଥିବା ସେଲିବ୍ରିଟିଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି । ଆଉ କହିଛନ୍ତି, ‘ଗରିବଙ୍କୁ ଦାନ ମାଗନି ଯଦି ତୁମେ ଧନୀ ଲୋକ ।’