ଆନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ ବି-ଟାଉନ ସେଲିବ୍ରିଟି - International Yoga Day
🎬 Watch Now: Feature Video
ବି-ଟାଉନ ସେଲିବ୍ରିଟିମାନେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛନ୍ତି । ସେଲିବ୍ରିଟିମାନେ ନିଜକୁ ଫିଟ୍ ରଖିବା ଦୈନିକ ଯୋଗ ଅଭ୍ୟାସ କରନ୍ତି । ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ, ଆସନ୍ତୁ ଦେଖିବା ବଲିଉଡର କିଛି ଡିଭା ଯେଉଁମାନେ ଦୈନିକ ଯୋଗ ଅଭ୍ୟାସ କରନ୍ତି ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାନ୍ତି ...