ମାୟାନଗରୀରେ ବି-ଟାଉନ ଡିଭାସ୍ - ମାୟାନଗରୀରେ ବି-ଟାଉନ ଡିଭାସ୍
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-11272453-283-11272453-1617511185902.jpg)
ମୁମ୍ବାଇ: ମିଡିଆ କ୍ୟାମେରାରେ ବଲିଉଡ ସୁନ୍ଦରୀ । ଦୀପିକା ପାଦୁକୋନ,ଗୌହର ଖାନ, ଆଦିତି ରାଓ ହାଇଦରୀ ସମସ୍ତ ବି-ଟାଉନ୍ ଡିଭାସ୍ ମୁମ୍ବାଇର ଆଖ ପାଖରେ ନଜର ଆସିଛନ୍ତି । ଦୀପିକା ଏବଂ ଆଦିତିଙ୍କୁ ବାନ୍ଦ୍ରାସ୍ଥିତ ଦୋକାନ ବାହାରେ ଦେଖିବାକୁ ମିଳିଥିଲା। ଏଥିସହିତ ଅପରପକ୍ଷେ ମୁମ୍ବାଇରେ ଗୌହର ଖାନ ଏବଂ କରିସ୍ମା ତନ୍ନାଙ୍କ ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ଦେଖନ୍ତୁ ଭିଡିଓ...