ମାୟାନଗରୀରେ ଜାହ୍ନବୀ-ପୂଜା - ନ୍ୟୁୟର୍କରୁ ଫେରିଲେ ଜାହ୍ନବୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-11282077-851-11282077-1617594728872.jpg)
ମୁମ୍ବାଇ: ଏଥର ମୁମ୍ବାଇର ମିଡିଆ କ୍ୟାମେରାରେ କଏଦ ହେଲେ ବଲିଉଡର ଦୁଇ ସୁନ୍ଦରୀ ଅଭିନେତ୍ରୀ ଜାହ୍ନବୀ କପୁର ଓ ପୂଜା ହେଗଡେ । ଜାହ୍ନବୀ ମୁମ୍ବାଇ ଏୟାରପୋର୍ଟରେ ନଜର ଆସୁଥିବା ବେଳେ ପୂଜା ଏକ ପ୍ରଡକ୍ସନ ହାଉସରେ ଦେଖାଯାଇଛନ୍ତି । ଦୁଇ ଅଭିନେତ୍ରୀଙ୍କ ଗ୍ଲାମରସ୍ ଅନ୍ଦାଜ ଦେଖିବାକୁ ମିଳୁଛି ।