‘ଖତୋରଁ କେ ଖିଲାଡି’ ସିଜନ-11ରେ ନିକ୍କି, କହିଲେ ଏମିତି କିଛି..

By

Published : May 8, 2021, 10:52 AM IST

thumbnail
ମୁମ୍ବାଇ: ନିକଟରେ ନିଜ ଭାଇ ଜତିନଙ୍କୁ କୋରୋନାରେ ହରାଇଥିଲେ ‘ବିଗବସ 14’ ଫେମ ନିକ୍କି ତମ୍ବୋଲି। କୋରୋନା ଅକ୍ରାନ୍ତ ଥିଲେ ତାଙ୍କ ଭାଇ । ହେଲେ ଗୁରୁବାର ଇମୋସନାଲ ନୋଟ ଲେଖି ସେ ପୁଣି ଭାଇଙ୍କୁ ମିସ୍ କରୁଥିଲେ । ଏହାସହ ସେ ଜଣାଇଥିଲେ ଯେ କାହିଁକି ସେ ରୋହିତ ସେଟ୍ଟୀଙ୍କ ଫେମସ ରିୟାଲିଟି ଶୋ ‘ଖତୋରଁ କେ ଖିଲାଡି’ ସିଜନ 11ରେ ସାମିଲ ହୋଇଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.