ଇବ୍ରାହିମଙ୍କ ବର୍ଥଡେ’ ପାର୍ଟିରେ ନଜର ଆସିଲେ ଷ୍ଟାରକିଡ୍ - ଇବ୍ରାହିମଙ୍କ ବର୍ଥଡେ ପାର୍ଟିରେ ନଜର ଆସିଲେ ଜଣାଶୁଣା ସେଲିବ୍ରିଟି

🎬 Watch Now: Feature Video

thumbnail

By

Published : Mar 6, 2021, 3:58 PM IST

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲି ଖାନ ଗତକାଲି ତାଙ୍କ ବଡ ପୁଅ ଇବ୍ରାହିମ ଅଲି ଖାନଙ୍କ ପାଇଁ ଏକ ବର୍ଥଡେ ପାର୍ଟିର ଆଯୋଜନ କରିଥିଲେ । ଏହି ଅବସରରେ କରିସ୍ମା କପୁର ମା' ବବିତା କପୁରଙ୍କ ସହ ସୈଫ-କରୀନାଙ୍କ ଘରେ ପହଞ୍ଚିଥିଲେ । ଏହି ପାର୍ଟିରେ ଶାହରୁଖ ଖାନଙ୍କ ପୁଅ ଆର୍ୟାନ ଖାନ, ଅଭିନେତା ଆଲାୟା ଫର୍ନିଚରର୍ୱାଲା ଏବଂ ଅଞ୍ଜିନୀ ଧୱନ ଯୋଗ ଦେଇଥିଲେ । ଏଥିସହିତ ପାର୍ଟିରେ ଯୋଗଦେବା ପାଇଁ ଅହାନ୍ ଶେଟ୍ଟୀ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ସହ ପହଞ୍ଚିଥିଲେ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.