thumbnail

By

Published : Feb 12, 2022, 7:04 PM IST

Updated : Feb 3, 2023, 8:11 PM IST

ETV Bharat / Videos

Panchayat Poll: କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କ ରୋଡ ସୋ

ନିଆଳି: କଟକ ଜିଲ୍ଲା ନିଆଳି ବ୍ଳକ ପାଇଁ ଜିଲ୍ଲା ପରିଷଦ ଏବଂ କଂଗ୍ରେସ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ମାନଙ୍କ ପାଇଁ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓ ମାନସ ଚୋଧୁରୀ ରୋଡ ସୋ କରିଛନ୍ତି । ନୂଆଗାଁ ଛକ ଠାରୁ ତିହୁଡ ପର୍ଯ୍ୟନ୍ତ ଏକ ବାଇକ ରାଲି ମାଧ୍ୟମରେ ନିଜ ଦଳର ପ୍ରାର୍ଥୀ ମାନଙ୍କ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି । ନିଆଳିରେ ଏକଛତ୍ରବାଦ ଶାସନ ଓ ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରି କଂଗ୍ରେସ ଦଳ ଶାସକ ଦଳକୁ କାଠଗଡାକୁ ଟାଣିବା ସହ ଭୋଟରଙ୍କ ନିକଟତର ହେବା ପାଇଁ ରଣନୀତି ପ୍ରସ୍ତୁତି କରିଛି ।
Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.