Happy Birthday KCR: ବାଲୁକା କଳାରେ ଦୀର୍ଘ ଜୀବନ କାମନା କଲେ ମାନସ - ପୁରୀ ବେଳା ଭୂମିରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ପ୍ରତିକୃତି

🎬 Watch Now: Feature Video

thumbnail

By

Published : Feb 17, 2022, 2:30 PM IST

Updated : Feb 3, 2023, 8:16 PM IST

ପୁରୀ: ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ 68 ତମ ଜନ୍ମଦିନ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ବାଲୁକା ଚିତ୍ରକଳା ମଧ୍ୟରେ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ମାନସ କୁମାର ସାହୁ । ପୁରୀ ବେଳାଭୂମିରେ ଏକ ରଙ୍ଗୀନ ବାଲୁକା କଳାରେ ସେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ KCRଙ୍କ ଏକ ସୁନ୍ଦର ପ୍ରତିକୃତି କରିଛନ୍ତି । ଏହି ବାଲୁକା କଳା ନିର୍ମାଣ କରିବାକୁ 7 ଘଣ୍ଟା ସମୟ ଲାଗିଥିଲା । ଏହାର ଓସାର 20 ଏବଂ ଏଥିରେ 20 ଟନ ବାଲିରେ ଏହା ନିର୍ମିତ ହୋଇଛି । ପ୍ରତିକୃତି ଉପରେ Happy Birthday KCRର ଶୁଭେଚ୍ଛା ଜଣାଇଛନ୍ତି । ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Feb 3, 2023, 8:16 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.