ବିକ୍ଷୋଭ ବେଳେ ମୁହାମୁହିଁ ହେଲେ ସିନ୍ଧୁ-ବ୍ରିନ୍ଦର

By

Published : Apr 8, 2022, 8:57 AM IST

Updated : Feb 3, 2023, 8:22 PM IST

thumbnail

ଚଣ୍ଡିଗଡ: ଘର ଭିତରେ କଳି । ଗୋଟିଏ ଦଳ ହୋଇ ମଧ୍ୟ ପରସ୍ପର ମଧ୍ୟରେ କଥା କଟାକଟି ପରିସ୍ଥିତି ଉପୁଜିଛି । ଦେଶରେ ବର୍ଦ୍ଧିତ ତେଲ ଦରକୁ ନେଇ କେନ୍ଦ୍ରସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛି ପଞ୍ଜାବ କଂଗ୍ରେସ । ଏହି ବିକ୍ଷୋଭ ସମୟରେ ନବଜୋତ ସିଂ ସିଦ୍ଧୁ ଓ ଯୁବ କଂଗ୍ରେସ ସଭାପତି ବ୍ରିନ୍ଦର ଢିଲୋନ ମୁହାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲେ । ଯାହା କ୍ୟାମେରାରେ କଏଦ ହୋଇଛି ।

Last Updated : Feb 3, 2023, 8:22 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.