ବିଶାଖାପାଟନମରେ ରାଷ୍ଟ୍ରପତି: ନୌସେନା ଫ୍ଲିଟରେ ହେଲେ ସାମିଲ, ଦେଖିଲେ 60 ଯୁଦ୍ଧ ଜାହାଜର କମାଲ

By

Published : Feb 21, 2022, 4:31 PM IST

Updated : Feb 3, 2023, 8:17 PM IST

thumbnail
ଅମରାବତୀ: ଗତକାଲି ବିଶାଖାପାଟନମରେ ପହଞ୍ଚିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଭାରତୀୟ ନୌସେନା ପକ୍ଷରୁ ଆୟୋଜିତ ନୌସେନା ଫ୍ଲିଟରେ ସେ ଅଂଶ ଗ୍ରହଣ କରିଛନ୍ତି । ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ‘ଆଜାଦି କି ଅମୃତ ମହୋତ୍ସବ’ ପାଳନ ଅବସରରେ ବିଶାଖାପାଟନମସ୍ଥିତ ପୂର୍ବ ନୌସେନା କମାଣ୍ଡ ଦ୍ବାରା ଆୟୋଜିତ ଅଭ୍ୟାସରେ ୬୦ ଯୁଦ୍ଧ ଜାହାଜ, ସବମେରାଇନ ଓ ଲଢୁଆ ବିମାନ ଅଂଶଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହ ଅଭିବାଦନ ଗ୍ରହଣ କରିଛନ୍ତି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.