UP Election: କାଶୀ ବିଶ୍ବନାଥ ମନ୍ଦିରରେ ମୋଦିଙ୍କ ପୂଜାର୍ଚ୍ଚନା - କାଶୀ ବିଶ୍ବନାଥ ମନ୍ଦିରରେ ମୋଦି
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-14637023-thumbnail-3x2-ft.jpg)
ଉତ୍ତର ପ୍ରଦେଶ ବିଧାନସଭା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି (ଶୁକ୍ରବାର) ପ୍ରଧାନମନ୍ତ୍ରୀ ମୋଦିଙ୍କ ମେଗା ରୋଡ ଶୋ । ନିଜ ସଂସଦୀୟ କ୍ଷେତ୍ର ବାରଣାସୀରେ କଲେ ରୋଡ ଶୋ । ବାବା କାଶୀବିଶ୍ବନାଥ ମନ୍ଦିର ଯାଇ କଲେ ପୂଜାର୍ଚ୍ଚନା ।
Last Updated : Feb 3, 2023, 8:18 PM IST