world environment day: ପରିବେଶ ସୁରକ୍ଷା ଦିଗରେ ଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ

By

Published : Jun 5, 2022, 2:59 PM IST

Updated : Feb 3, 2023, 8:23 PM IST

thumbnail
କଟକ: ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ବିଶ୍ୱରେ ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ ସବୁ ଦିଗରେ ଜାରି ରହିଛି ଚେଷ୍ଟା । ତେବେ ଏହି କ୍ରମରେ ପ୍ରଜାପିତ ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆରମ୍ଭ କରାଯାଇଛି ନିଆରା ପ୍ରଚେଷ୍ଟା । ଗଛ ଲଗାଇବା ସହ ଯୌଗିକ କୃଷି ଆଧାର ବିଶ୍ୱରେ ପରିବେଶକୁ ସନ୍ତୁଳିତ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଦିନକୁ ଦିନ ପରିବେଶ ଯେପରି ଦୂଷିତ ଓ ଅବକ୍ଷୟ ହେଉଛି ତାହାକୁ ରୋକିବା ପାଇଁ ସମସ୍ତେ ଗଛ ଲଗାଇବା ଦରକାର ବୋଲି ବ୍ରହ୍ମାକୁମାରୀ ଆଶ୍ରମ ପକ୍ଷରୁ କୁହାଯାଇଛି ।
Last Updated : Feb 3, 2023, 8:23 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.