thumbnail

By

Published : Nov 10, 2022, 10:47 PM IST

Updated : Feb 3, 2023, 8:32 PM IST

ETV Bharat / Videos

White bear in marwahi: ଛତିଶଗଡ ଜଙ୍ଗଲରେ ଧଳା ଭାଲୁ ! ଦେଖନ୍ତୁ ଭିଡିଓ

ରାୟପରୁ: ଛତିଶଗଡ ମାରୱାହି ଜଙ୍ଗଲରେ ଦେଖିବାକୁ ମିଳିଛି ଧଳା ଭାଲୁ (white bear in marwahi forest division)। ଗତ କିଛି ବର୍ଷ ଧରି ଏହି ଜଙ୍ଗଲରେ ଧଳା ଭାଲୁ ପ୍ରାୟତଃ ନଜର ଆସୁନଥିବା ବେଳେ ଏମାନେ ବିଲୁପ୍ତ ହୋଇ ସାରିଥିବା ଅନୁମାନ କରାଯାଉଥିଲା । ତେବେ ଜଙ୍ଗଲରେ ଏକ ଧଳା ଭାଲୁ ବୁଲୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏକ କଳା ଭାଲୁ ସହ ଏହି ଧଳା ଭାଲୁ ବୁଲୁଥିବାର ଭିଡିଓଟି ମାରୱାହି ବନଖଣ୍ଡର ବୋଲି ଚର୍ଚ୍ଚା ହେଉଛି । ତେବେ ଜଙ୍ଗଲରେ ଧଳା ଭାଲୁର ଉପସ୍ଥିତି ନେଇ ବନ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.