T20 World Cup: ଭାରତକୁ ଏକାକୀ ବିଶ୍ବ ବିଜେତା ବନାଇବେ ବିରାଟ ! - ଟି୨୦ ବିଶ୍ବକପ
🎬 Watch Now: Feature Video

ହାଇଦ୍ରାବାଦ: ବିରାଟ କୋହଲି ଏବେ ଜବରଦସ୍ତ ଫର୍ମରେ ନଜର ଆସିଛନ୍ତି । ବିରାଟ ପ୍ରତି ମ୍ୟାଚ୍ରେ ଭଲ ପ୍ରଦର୍ଶନ କଲେ ଭାରତ ଏଥର ଟି୨୦ ବିଶ୍ବକପ ଜିତିବା ସହଜ ହୋଇଯିବ ବୋଲି କହିଛନ୍ତି କ୍ରିକେଟ ସମୀକ୍ଷକ । ଏହି ଷ୍ଟାର ବ୍ୟାଟ୍ର ପାକିସ୍ତାନ ବିପକ୍ଷରେ ୫୩ ବଲରୁ ୮୨ ରନର ଲଢୁଆ ଇନିଂସ ଖେଳିଥିଲେ । ସେହିପରି ନେଦରଲାଣ୍ଡ ବିପକ୍ଷରେ ୪୪ ବଲରୁ ୬୨ ରନର ଧୂଆଁଧାର ଇନିଂସ ଖେଳିଥିଲେ ।
Last Updated : Feb 3, 2023, 8:30 PM IST