Suryabanshi Suraj Takes Oath: ବିଧାନସଭାକୁ ମୁଣ୍ଡିଆ ମାରି କଲେ ପ୍ରବେଶ - ବିଧାନସଭାକୁ ମୁଣ୍ଡିଆ ମାରି କଲେ ପ୍ରବେଶ

🎬 Watch Now: Feature Video

thumbnail

By

Published : Nov 9, 2022, 9:07 PM IST

Updated : Feb 3, 2023, 8:31 PM IST

ଭୁବନେଶ୍ବର: ବିଧାୟକ ଭାବେ ଶପଥ ନେଇଛନ୍ତି ଧାମନଗର ନବ ନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୁରଜ (Suryabanshi Suraj Takes Oath As Dhamnagar MLA) । ସୂର୍ଯ୍ୟବଂଶୀ ସୁରଜଙ୍କୁ ବିଧାୟକ ଭାବେ ଶପଥ ପାଠ କରାଇଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ । ସୁରଜଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବାଚସ୍ପତି । ଆଜି ବିଧାନସଭାକୁ ପ୍ରବେଶ ପୂର୍ବରୁ ପ୍ରବେଶ ଦ୍ବାରରେ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଥିଲେ ସୁରଜ । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.