ଇଣ୍ଡିଆ ଇଂଲଣ୍ଡ ସେମିଫାଇଟ୍, Sky ହେବେ ଗେମ୍ ଚେଞ୍ଜର

By

Published : Nov 9, 2022, 6:59 PM IST

Updated : Feb 3, 2023, 8:31 PM IST

thumbnail
ଝାରସୁଗୁଡ଼ା: ଆସନ୍ତାକାଲି T20 ବିଶ୍ବକପର ଦ୍ବିତୀୟ ସେମିଫାଇନାଲ ଖେଳାଯିବ । ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଚଳିତ T20 ବିଶ୍ବକପରେ ଭାରତର ପ୍ରଦର୍ଶନ ଦମଦାର ଜାରି ରହିଛି । ତେବେ ଇଂଲଣ୍ଡ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବ ଗ୍ୟାମ୍ ଚେଞ୍ଜର ହେବା ନେଇ କହିଛନ୍ତି ଓସିଏର ପୂର୍ବତନ ଯୁଗ୍ମ ସମ୍ପାଦକ । ସେପଟେ ନ୍ୟୁଜାଲାଣ୍ଡକୁ ୭ ୱିକେଟରେ ପରାସ୍ତ କରି ପ୍ରଥମ ଦଳ ଭାବରେ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି । ଦ୍ବିତୀୟ ସେମିଫାଇନାଲ ମ୍ୟାଚର ବିଜୟୀ ଦଳ ପାକିସ୍ତାନ ସହିତ ନଭେମ୍ବର ୧୩ ତାରିଖରେ ଫାଇନାଲ ମ୍ୟାଚ ଖେଳିବ । ତେବେ ସେମିଫାଇନାଲ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ କଣ ରହିବ ଭାରତର ରଣନୀତି ସେନେଇ, ଓସିଏର ପୂର୍ବତନ ଯୁଗ୍ମ ସଂପାଦକ ମେହେତାବ ଖାଁଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି ଆମ ଝାରସୁଗୁଡ଼ା ପ୍ରତିନିଧି ଗୁରୁଚରଣ ବାଘ । ଇଟିଭି ଭାରତ, ଝାରସୁଗୁଡା
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.