Shradhha Murder Case: ଅଭିଯୁକ୍ତ ଅଫତାବକୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ, ଫାଏରିଂ ଚେତାବନୀ ଦେଲା ପୋଲିସ - ଶ୍ରଦ୍ଧା ହତ୍ୟାକାଣ୍ଡ
🎬 Watch Now: Feature Video

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟାକାଣ୍ଡ ଅଭିଯୁକ୍ତ ଅଫତାବ ପୁନାଓ୍ବାଲାଙ୍କୁ ଆକ୍ରମଣ ଉଦ୍ୟମ । ପୋଲିସ ତାକୁ ଭ୍ୟାନରେ ନେଉଥିବା ବେଳେ ପ୍ରାୟ ଦୁଇ ଯୁବକ ହାତରେ ଖଣ୍ଡା ଧରି ଅଫତାବକୁ ଆକ୍ରମଣ ଉଦ୍ୟମ କରିଛନ୍ତି (Aftab Poonawalla attacked by two young man)। ତେବେ ପୋଲିସ ସେମାନଙ୍କୁ ଘଉଡାଇବା ପାଇଁ ବନ୍ଧୁକ ବାହାର କରି ଗୁଳି ଚଳାଇବା ପାଇଁ ଚେତାବନୀ ଦେଇଥିବା ଦେଖିବାକୁ ମିଳିଥିଲା । ଏପରି କରିଥିବା ଦୁଇ ଯୁବକ ନିଜକୁ ହିନ୍ଦୁ ସେନା ସଦସ୍ୟ ବୋଲି କହୁଥିବାର ଦେଖାଯାଇଥିଲା । ଉଭୟଙ୍କୁ ପୋଲିସ ଅଟକ ରଖିଛି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:33 PM IST