thumbnail

By

Published : Oct 23, 2022, 8:28 PM IST

Updated : Feb 3, 2023, 8:29 PM IST

ETV Bharat / Videos

Deepotsav celebrations in Ayodhya: ସାଉଣ୍ଡ ଲେଜର ଶୋରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ: ରାମ ଜନ୍ମଭୂମୀ ଅଯୋଧ୍ୟାରେ ଜାରି ରହିଛି ବହୁ ପ୍ରତୀକ୍ଷିତ ଦୀପୋତ୍ସବ (Deepotsav celebrations in Ayodhya)। କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି । ସାଉଣ୍ଡ ଲେଜର ଶୋ’ ରେ ହେଲେ ସାମିଲ । ସାଙ୍ଗରେ ରହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.