ଖ୍ରୀଷ୍ଟମାସରେ ନାଚ ଗୀତରେ ମସଗୁଲ ହେଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ - ଖ୍ରୀଷ୍ଟ ଧର୍ମାବଲମ୍ବି
🎬 Watch Now: Feature Video
ମୁମ୍ବାଇ: ଆଜି ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ଖ୍ରୀଷ୍ଟମାସ । ମଧ୍ୟରାତ୍ରିରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଧରାବତରଣ ପରେ ଚାରିଆଡେ ଉତ୍ସବର ମାହୋଲ ଆରମ୍ଭ ହୋଇଛି । ଚର୍ଚ୍ଚ ଗୁଡିରେ ଲୋକଙ୍କ ଭିଡ ଜମିବା ସହ ଉତ୍ସବ ମନାଉଛନ୍ତି ଖ୍ରୀଷ୍ଟ ସମ୍ପ୍ରଦାୟ । ମୁମ୍ବାଇର ମେରାଇନ୍ ଡ୍ରାଇଭରେ ଲୋକମାନେ ଖ୍ରୀଷ୍ଟମାସ ମନାଇବା ସହ ନାଚଗୀତରେ ନିଜକୁ ମସଗୁଲ କରିଛନ୍ତି ।
Last Updated : Feb 3, 2023, 8:37 PM IST