Padmapur by poll: କଂଗ୍ରେସ କାହାକୁ ଟିକେଟ ଦେବ କହିଲେ ଦଳୀୟ ବିଧାୟକ - କଂଗ୍ରେସ କାହାକୁ ଟିକେଟ ଦେବ କହିଲେ ଦଳୀୟ ବିଧାୟକ

🎬 Watch Now: Feature Video

thumbnail

By

Published : Nov 9, 2022, 10:49 PM IST

Updated : Feb 3, 2023, 8:31 PM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ 3 ଦଳର ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି । ବିଜେଡି ବିଜେପି ନିର୍ବାଚନ ପାଇଁ ବରିଷ୍ଠ ନେତା ମାନଙ୍କୁ ଦାୟିତ୍ବ ଦେଇଛନ୍ତି । କଂଗ୍ରେସ ମଧ୍ୟ ଭଲ ପ୍ରଦର୍ଶନ ପାଇଁ ଉଦ୍ୟମ ଆରମ୍ଭ କରିଛି । ଏନେଇ ଦଳର 2 ବରିଷ୍ଠ ବିଧାୟକ କଣ କହୁଛନ୍ତି ଶୁଣନ୍ତୁ ।
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.