Watch Video: ହାତୀ ପିଠିରେ ବସି ନବଜ୍ୟୋତ ସିଂ ସିଦ୍ଧୁଙ୍କ ପ୍ରତିବାଦ

By

Published : May 19, 2022, 7:39 PM IST

Updated : Feb 3, 2023, 8:23 PM IST

thumbnail
ଚଣ୍ଡିଗଡ: ଦରଦାମ ବୃଦ୍ଧି ନେଇ ପଞ୍ଜାବ ପଟିଆଲାରେ ବର୍ଷିଲା କଂଗ୍ରେସ । କଂଗ୍ରେସ ନେତା ତଥା ପୂର୍ବତନ ପଞ୍ଜାବ ପ୍ରଦେଶ ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ନେତୃତ୍ବରେ ଶତାଧିକ କର୍ମକର୍ତ୍ତା ଏକାଠି ହୋଇ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ପ୍ରତିବାଦ କରିଛନ୍ତି । ଏହି ପ୍ରତିବାଦ ଶୋଭାଯାତ୍ରାରେ ଏକ ହାତୀ ମଧ୍ୟ ବ୍ୟବହାର ହୋଇଥିବା ଦେଖିବାକୁ ମିଳିଥିଲା । ଏଥିରେ ସିଦ୍ଧୁଙ୍କ ସହ ଆଉ ଦୁଇ ଜଣ କଂଗ୍ରେସର ପୂର୍ବତନ ବିଧାୟକ ମଧ୍ୟ ସାମିଲ ହୋଇଥିଲେ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:23 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.