thumbnail

By

Published : Nov 16, 2022, 7:14 PM IST

Updated : Feb 3, 2023, 8:32 PM IST

ETV Bharat / Videos

ଜାତୀୟ ପ୍ରେସ ଦିବସ: ନୟାଗଡ଼ରେ ପ୍ରେସ ଦିବସ ପାଳିଲେ ସାମ୍ବାଦିକ

ନୟାଗଡ଼: ଆଜି ହେଉଛି ଜାତୀୟ ପ୍ରେସ ଦିବସ (National Press Day) । ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆୟୋଜନରେ ନୟାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଏହି ଦିବସ ପାଳନ କରାଯାଇଛି । ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଯୋଗଦେଇଥିଲେ । "ରାଷ୍ଟ୍ରନିର୍ମାଣରେ ଗଣମାଧ୍ୟମର ଭୂମିକା" ଶୀର୍ଷକ ଉପରେ ଉପସ୍ଥିତ ସାମ୍ବାଦିକମାନେ ମତବ୍ୟକ୍ତ କରିଥିଲେ । ଭାରତବର୍ଷକୁ ସମୃଦ୍ଧ କରିବାରେ ଗଣମାଧ୍ୟମର ଭୂମିକା ଅବର୍ଣ୍ଣନୀୟ ବୋଲି ଉପସ୍ଥିତ ଅତିଥିମାନେ ମତ ରଖିଥିଲେ । ଇଟିଭି ଭାରତ, ନୟାଗଡ଼
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.