LokSabha: ଦେଶରେ ନିଶା କାହିଁକି ବନ୍ଦ ହୋଇପାରିବ ନାହିଁ ପ୍ରଶ୍ନ କଲେ ସାଂସଦ ପ୍ରତପ ଷଡଙ୍ଗୀ - Union Home Minister Amit shah
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-17274256-thumbnail-3x2-vv.jpg)
ନୂଆଦିଲ୍ଲୀ: ଲୋକସଭାରେ ଜାରି ରହିଛି ନିଶା ନିରୋଧୀ ବିଲ ସମ୍ପର୍କରେ ଆଲୋଚନା । ଆଜି ଆଲୋଚନାରେ ଭାଗ ନେଇ ନିଜ ମତ ରଖିଛନ୍ତି ବାଲେଶ୍ବର ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ।
Last Updated : Feb 3, 2023, 8:36 PM IST