ରାଗିଗଲେ ମୁଖ୍ୟମନ୍ତ୍ରୀ, ସଭାମଞ୍ଚରୁ ଅଧିକାରୀଙ୍କୁ କଲେ ନିଲମ୍ବିତ

By

Published : Sep 24, 2022, 9:13 AM IST

Updated : Feb 3, 2023, 8:28 PM IST

thumbnail
ଭୋପାଳ: କେନ୍ଦ୍ରୀୟ ଯୋଜନା ସଠିକ କାର୍ଯ୍ୟକାରୀ ହୋଇ ନପାରିଥିବା କାରଣରୁ ସଭାମଞ୍ଚରେ ଅଧିକାରୀଙ୍କୁ ତାଗିଦ କଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ (MP CM suspended officer) । ଡିନ୍ଦୋରିରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ମୁଖ୍ୟମନ୍ତ୍ରୀ ଶିବରାଜ କେନ୍ଦ୍ର ସରକାରଙ୍କର ଉଜ୍ଜଳା ଯୋଜନା କେତେ କାର୍ଯ୍ୟକାରୀ ହୋଇଛି, ସେ ନେଇ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ଅଧିକାରୀଙ୍କ ଉତ୍ତରରୁ ତତ୍ପରତାର କାର୍ଯ୍ୟ ହୋଇନଥିବା ଜାଣି ମୁଖ୍ୟମନ୍ତ୍ରୀ କ୍ଷୋଭ ପ୍ରକାଶ କରିବା ସହ ସ୍ଥାନୀୟ ଡିଏସଓ ଟିକରାମ ଅହିରୱାରଙ୍କୁ (MP CM suspended DSO over negligence in work) କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରିବା ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.