LokSabha: ଓଡିଶାରେ ବ୍ୟାପକ ଖଣି ଦୁର୍ନୀତି ହୋଇଛି: ଅପରାଜିତା ଷଡଙ୍ଗୀ - ଓଡିଶାରେ ବ୍ୟାପକ ଖଣି ଦୁର୍ନୀତି ହୋଇଛି
🎬 Watch Now: Feature Video

ନୂଆଦିଲ୍ଲୀ: ଆର୍ଥିକ ବର୍ଷ 2020-21 ବର୍ଷରେ ଓଡିଶାରେ ହୋଇଥିବା ବ୍ୟାପକ ଖଣି ଦୁର୍ନୀତି ପ୍ରସଙ୍ଗ ଲୋକସଭାରେ ଉଠାଇଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଏନେଇ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ସାଂସଦ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:35 PM IST