thumbnail

By

Published : Nov 17, 2022, 4:54 PM IST

Updated : Feb 3, 2023, 8:32 PM IST

ETV Bharat / Videos

Baliyatra2022: ଡିମାଣ୍ଡରେ ଦେଶୀ ଖାଦ୍ୟ ସାମଗ୍ରୀ, କିଣିବାକୁ ଷ୍ଟଲ୍ ଆଗରେ ଲମ୍ବା ଲାଇନ

କଟକ: ବାଲିଯାତ୍ରାରେ ମିଳୁଛି ଦେଶୀ ସାମଗ୍ରୀ। ଯେଉଁ ଜିଲ୍ଲା କିମ୍ବା ଅଞ୍ଚଳରେ ଯାହା ପ୍ରସିଦ୍ଧ ସେହି ଦେଶୀ ସାମଗ୍ରୀକୁ କଟକ ବାଲିଯାତ୍ରାରେ ସ୍ଥାନ ଦେଇଛନ୍ତି ନିଆଳି ଅଞ୍ଚଳର ପୁଷ୍ପାଞ୍ଜଳି ଦାସ। କନ୍ଧମାଳ ହଳଦୀ, ଆଠଗଡ ଚାଉଳ,ମାଣ୍ଡିଆ, କୋଳଥ ଡାଲି ଗୋଟା ହଳଦୀ, ଇତ୍ୟାଦି ବିକ୍ରି କରୁଛନ୍ତି ପୁଷ୍ପାଞ୍ଜଳି । ଅନ୍ୟପଟେ ଏହି ଖାଦ୍ୟ ସାମଗ୍ରୀକୁ କିଣିବା ପାଇଁ ଲୋକଙ୍କ ଲାଗିଛି ଲମ୍ବା ଲାଇନ। ତେବେ କମ ମୂଲ୍ୟରେ ଦେଶୀ ଖାଦ୍ୟ ସାମଗ୍ରୀ କିଣି ଖୁସି ହେଉଛନ୍ତି ଗ୍ରାହକ । ଇଟିଭି ଭାରତ, କଟକ
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.