ମହାପ୍ରଭୁଙ୍କ କାଳୀୟ ଦଳନ ବେଶ ମାହାତ୍ମ୍ୟ, ଶୁଣନ୍ତୁ କଣ କହୁଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ

By

Published : Aug 23, 2022, 4:46 PM IST

Updated : Feb 3, 2023, 8:27 PM IST

thumbnail

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାଳୀୟ ଦଳନ ବେଶ (Kalia dalana besha rituals of lord jagannath ) ଅନୁଷ୍ଠିତ ହୋଇଯାଇଛି । ଶ୍ରୀଜିଉଙ୍କ ବିଭିନ୍ନ ବେଶ ମଧ୍ୟରୁ ଏହି ବେଶ ଅନ୍ୟତମ । ତେବେ କଣ ରହିଛି ଏହାର ମାହାତ୍ମ୍ୟ ଏବଂ ନୀତିକାନ୍ତି, ଏନେଇ କହିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ରଞ୍ଜନ ପଣ୍ଡା । ଇଟିଭି ଭାରତ, ପୁରୀ

Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.