ଘୋଷଯାତ୍ରାର କଣ ରହିଛି ମାହାତ୍ମ୍ୟ, ଶୁଣନ୍ତୁ ଜଗନ୍ନାଥ ସଂସ୍କୃତି ପ୍ରଚାରକଙ୍କ ମୁହଁରୁ - ରଥଯାତ୍ରା
🎬 Watch Now: Feature Video
ପୁରୀ: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ବଡଦାଣ୍ଡରେ ବିଶ୍ବନିୟନ୍ତାଙ୍କ ଅପେକ୍ଷାରେ ତିନିଥର । ଝଟକୁଛି ଶ୍ରୀକ୍ଷେତ୍ର, ଝଲସୁଛି ରଥ । ଗୋଟିଏ ପରେ ଗୋଟିଏ ନୀତିକାନ୍ତି ଚାଲିଛି । ସୁନ୍ଦର ଓ ଭକ୍ତିମୟ ପରିବେଶରେ ଶ୍ରୀଜିଉଙ୍କ ଅପେକ୍ଷାରେ ଭକ୍ତ । ଆଉ କିଛି ସମୟ ପରେ ରଥାରୁଢ ହେବେ କାଳିଆ ଠାକୁର । ମହାପ୍ରଭୁଙ୍କୁ ଟିକିଏ ପାଖରୁ ପାଇବାକୁ ଭକ୍ତ ବ୍ୟାକୁଳ । ମନ୍ତ୍ରପାଠ ବେଦ ଉଚ୍ଚାରଣ ସହିତ କମ୍ପଛି ଶ୍ରୀକ୍ଷେତ୍ର । ତେବେ କଣ ରହିଛି ଏହି ପବିତ୍ର ଘୋଷଯାତ୍ରାର ମାହାତ୍ମ୍ୟ । ଆଷାଢ ଶୁକ୍ଳ ଦ୍ବୀତିୟା ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା ହୋଇଥାଏ । ଏହ ଅନେକ ନାମରେ ପରିଚିତ । କିଏ କୁହନ୍ତୁ ଶ୍ରୀଗୁଣିଚା ଯାତ୍ରା କିଏ କୁହେ ଆଡପବେଦୀ ଯାତ୍ରା । ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେଇଥାନ୍ତି ଶ୍ରୀଜିଉ । ଏହି ଦିନ ଦିନର କଣ ମାହାତ୍ମ୍ୟ ରହିଛି । ଏ ନେଇ ଶୁଣନ୍ତୁ କଣ କହୁଛନ୍ତି ଜଗନ୍ନାଥ ସଂସ୍କୃତି ପ୍ରଚାରକ ଜୀବନାନନ୍ଦ ଶତପଥୀ....