NEW YEAR 2023: ଶୁଣନ୍ତୁ କଣ କହୁଛନ୍ତି ଜ୍ୟୋତିର୍ବିଦ୍ଦ ଶାସ୍ତ୍ରୀ ପଦ୍ମସନା ଦାସ - ନୂଆ ବର୍ଷ ୨୦୨୩

🎬 Watch Now: Feature Video

thumbnail

By

Published : Dec 31, 2022, 5:27 PM IST

Updated : Feb 3, 2023, 8:37 PM IST

ଭୁବନେଶ୍ବର: ଆଉ କିଛି ଘଣ୍ଟା ପରେ ସାରା ବିଶ୍ବ ପାଳିବ ନବବର୍ଷ (New Year 2023) । 'ନୂଆ ବର୍ଷ ୨୦୨୩'କୁ ପାଳନ କରିବା ଲାଗି ସବୁଠି ଉତ୍ସାହର ମାହୋଲ । ୨୦୨୩ ସମସ୍ତଙ୍କ ଜୀବନରେ ଖୁସି, ଉଲ୍ଲାସ ଓ ଅସରନ୍ତି ସଫଳତା ନେଇଆସୁ ତାହା ସମସ୍ତେ କାମନା କରନ୍ତି । ସେପଟେ କୋରୋନା ମହାମାରୀ ପୁଣି ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା ବେଳେ ନୂଆବର୍ଷ ୨୦୨୩ କିପରି କଟିବ ସେ ନେଇ ସଭିଙ୍କ ମନରେ ଆଶା ଆଶଙ୍କା ଭରି ରହିଛି । ତେବେ ଆସନ୍ତୁ ଶୁଣିବା ଏନେଇ କଣ କହୁଛନ୍ତି ଜ୍ୟୋତିର୍ବିଦ (Astrologer on New Year 2023) । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.