thumbnail

By

Published : Aug 11, 2022, 10:33 PM IST

Updated : Feb 3, 2023, 8:26 PM IST

ETV Bharat / Videos

10 ହଜାର ଫୁଟ ଉଚ୍ଚରେ ଭାରତର ଶେଷ ଗାଁରେ ITBP ଯବାନଙ୍କ ସହ ରକ୍ଷାବନ୍ଧନ ପାଳିଲେ ମହିଳା

ଡେରାଡୁନ: 10,500 ଫୁଟ ଉଚ୍ଚରେ ଥିବା ଦେଶର ଶେଷ ଗାଁ ମାନାରେ ITBP ଯବାନଙ୍କ ସହ ରକ୍ଷା ବନ୍ଧନ ପାଳିଲେ ମହିଳା । ଏହି ଅବସରରେ ସେଠାରେ କାର୍ଯ୍ୟରତ ଥିବା ହିମବୀରଙ୍କୁ ପ୍ରଥମେ ରାକ୍ଷୀ ବନ୍ଧିବା ପରେ ପାରମ୍ପାରିକ ପୋଷାକରେ ମହିଳାମାନେ ଗରହୱାଲି ସଙ୍ଗୀତରେ ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା । ପାରମ୍ପାରିକ ସଙ୍ଗୀତର ତାଳେ ତାଳେ ଯବାନମାନେ ମହିଳାଙ୍କୁ ଉତ୍ସାହିତ କରୁଥିବା ନଜର ଆସିଥିଲେ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.