Make In Odisha Conclave Inauguration: ଲେଜର ଲାଇଟ ଶୋ ପ୍ରଦର୍ଶିତ - ମେକ ଇନ ଓଡିଶା ଲେଜର ଲାଇଟ ଶୋ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-17076072-thumbnail-3x2-ff.jpg)
ଭୁବନେଶ୍ବର: ଆଜି ଠାରୁ ଭୁବନେଶ୍ବରରେ ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ ମେକ ଇନ ଓଡିଶା ୨୦୨୨ । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ଜନତା ମୈଦାନରେ ଆୟୋଜିତ ହେଉଛି କନକ୍ଲେଭ । ଉଦଘାଟନୀ ଉତ୍ସବରେ ଓଡିଶାର କଳା ସଂସ୍କୃତି ପରମ୍ପରା ଐତିହ୍ୟ ପ୍ରଦର୍ଶିତ ହୋଇଛି । ଏହାସହ ଲେଜର ଲାଇଟ ଶୋ ଅତିଥି ଓ ଶିଳ୍ପପତିଙ୍କୁ ଆକୃଷ୍ଟ କରିଥିଲା । ଦେଖନ୍ତୁ ଲେଜର ଲାଇଟ ଶୋ
ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:34 PM IST