ବିଭିନ୍ନ ଆକର୍ଷଣୀୟ ଅଫର ଗୋଟିଏ ପ୍ରଡକ୍ଟର ଚାହିଦା ବଢାଏ କି ? - ଆକର୍ଷଣୀୟ ଅଫର ଗୋଟିଏ ପ୍ରଡକ୍ଟର ଚାହିଦା ବଢାଏ କି
🎬 Watch Now: Feature Video
ବର୍ତ୍ତମାନ ସମୟରେ ପ୍ରତ୍ୟକ ବ୍ୟବସାୟ ଏକ ପ୍ରକାର ଚ୍ୟାଲେଞ୍ଜ । ଗୋଟିଏ ପ୍ରଡକ୍ଟକୁ ଲୋକଙ୍କ ପାଖରେ ପହଞ୍ଚାଇବା ଯଦିଓ ସହଜ, ତାହା ଖାଉଟିଙ୍କ ମଧ୍ୟରେ ଭଲ ପାଇବା ସୃଷ୍ଟି କରିବା ଏକ ପ୍ରକାର ଚ୍ୟାଲେଞ୍ଜ ମଧ୍ୟ । ଯଦିଓ ଅନେକ ପ୍ରଡକ୍ଟ ଦୀର୍ଘ ବର୍ଷ ଧରି ଗ୍ରାହକଙ୍କୁ ଏବେବି ବାନ୍ଧି ରଖି ପାରିଛି, ତେବେ କିପରି ଏହା ସମ୍ଭବ ପର ହୋଇ ପାରିଛି, ସତରେ କଣ ବିଭିନ୍ନ ପ୍ରକାର ଲୋଭନୀୟ ଅଫର ଦେଲେ ଗ୍ରାହକଙ୍କୁ ପ୍ରଡକ୍ଟ ପ୍ରତି ବାନ୍ଧି ରଖିହେବ । ଶୁଣନ୍ତୁ ଏନେଇ କଣ କହୁଛନ୍ତି ଏକ ପ୍ରତିଷ୍ଠିତ କମ୍ପାନୀର ମୁଖ୍ୟ ଲୋକ ସମ୍ପର୍କ ଅଧିକାରିଣୀ ।
ଇଟିଭି ଭାରତ, କଟକ
Last Updated : Feb 3, 2023, 8:33 PM IST