ମାଟି ଅତଡା ଖସି ନଦୀ ଗର୍ଭରେ ଲୀନ ହେଲା ଗାଁ, ଦେଖନ୍ତୁ ଭିଡିଓ - ନଦୀର କରାଳ ଆଁରେ ଲୀନ ହେଉଛି ଜନବସତି
🎬 Watch Now: Feature Video

ପାଟନା: କୂଳ ଖାଉଛି ନଦୀ । କ୍ଷୟ ହେବାରେ ଲାଗିଛି ମୂର୍ତ୍ତିକା । ନଦୀର କରାଳ ଆଁରେ ଲୀନ ହେଉଛି ଜନବସତି । ବିହାର ଭାଗଲପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ଉଦାହରଣ । ମାଟି ଅତଡା ଖସି ଗଙ୍ଗା ନଦୀରେ ଲୀନ ହୋଇଛି ବହୁ ଘର । ନଦୀ ଗର୍ଭରେ ଘରଗୁଡିକ ଲୀନ ହେବାର ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:28 PM IST