Hockey World Cup Tour: ସ୍ୱାଗତ ଜଣାଇଲା ପୁରୀ, ବେଳାଭୂମିରେ ବାଲୁକାକଳା

By

Published : Dec 27, 2022, 9:31 PM IST

Updated : Feb 3, 2023, 8:37 PM IST

thumbnail
ପୁରୀ: ପୁରୀ ବେଳାଭୂମୀରେ ପୁରୁଷ ହକି ବିଶ୍ବକପ ଟ୍ରଫିର ଭବ୍ୟ ସ୍ବାଗତ । ଆଜି ହକି ବିଶ୍ବକପ ଟ୍ରଫି ଟୁର ପୁରୀରେ ପହଁଞ୍ଚିଥିଲା । ଏହି ଅବସରରେ ପୁରୀ ବେଳାଭୂମୀରେ ହକି ବିଶ୍ବକପର ବାଲୁକା କଳା ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହି ବାଲୁକା କଳାଟି 15 ଫୁଟ ଓସାର ବିଶିଷ୍ଟ ରହିଛି । ଏହି ବାଲୁକା କଳାରେ 10 ଟନ ବାଲି ଉପଯୋଗ କରାଯାଇଛି । ଏହାକୁ ନିର୍ମାଣ କରିବା ପାଇଁ ୮ ଘଣ୍ଟା ସମୟ ଲାଗିଥିବା ମାନସ କୁମାର ସାହୁ କହିଛନ୍ତି । ଇଟିଭି ଭାରତ, ପୁରୀ
Last Updated : Feb 3, 2023, 8:37 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.