thumbnail

By

Published : Dec 9, 2022, 10:34 PM IST

Updated : Feb 3, 2023, 8:35 PM IST

ETV Bharat / Videos

Cyclone Mandous: ମାଣ୍ଡୋସର ପ୍ରଭାବ, ଚେନ୍ନାଇରେ ପ୍ରବଳ ବର୍ଷା

ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ଦେଇ ଗତିକରିବ ବାତ୍ୟା ମାଣ୍ଡୋସ । ଏହାର ଶୁକ୍ରବାର ମଧ୍ୟ ରାତ୍ରି କିମ୍ବା ଶନିବାର ସକାଳୁ ବାତ୍ୟା ଲ୍ୟାଣ୍ଡଫଲ୍‌ କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଶୁକ୍ରବାର ମଧ୍ୟରାତ୍ରରେ ଭୀଷଣ ବାତ୍ୟାର ରୂପ ନେଇ ପୁଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା କରାଯାଉଛି । ଏହାର ପ୍ରଭାବ ବର୍ତ୍ତମାନଠାରୁ ଦେଖିବାକୁ ମଳିଳାଣି । ତାମିଲନାଡ଼ୁ ରାଜଧାନୀରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଲୋକଙ୍କ ସତର୍କ ରହିବାକୁ ପରାମର୍ଶ ଦେଇଛି ପ୍ରଶାସନ ।
Last Updated : Feb 3, 2023, 8:35 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.