thumbnail

ବିହାର ଯୁବକଙ୍କ କମାଲ: ବାଇକ୍ ଚୋରିରେ ଲାଗିବ ବ୍ରେକ୍, ସିଧା ମୋବାଇଲକୁ ଆସିବ ମେସେଜ

By

Published : Nov 9, 2022, 5:18 PM IST

Updated : Feb 3, 2023, 8:31 PM IST

ପାଟନା: ବାଇକ ଚୋରି ରୋକିବା ପାଇଁ ଯୁବକଙ୍କ ନୂଆ ଉଦ୍ଭାବନ । ପ୍ରସ୍ତୁତ କରିଛନ୍ତି ଏପରି ଏକ ଇଲେକ୍ଟ୍ରୋନିକ୍ସ ଡିଭାଇସ, ଯାହା ସିଧା ଗାଡି ମାଲିକଙ୍କ ମୋବାଇଲ ସହ କନେକ୍ଟ କରାଯାଇ ପାରିବ । କେହି ଦୁର୍ବୃତ୍ତ ଯଦି ବାଇକ ଚୋରି କରିବାର ପ୍ରୟାସ କରେ ତେବେ ସିଧା ମୋବାଇଲ ମାଧ୍ୟମରେ ଆଲର୍ଟ ମେସେଜ ପାଇପାରିବେ ସମ୍ପୃକ୍ତ ବାଇକର ମାଲିକ । ସେହିପରି କୌଣସି 4 ଚକିଆ ଗାଡିରେ ମଧ୍ୟ ନିଆଁ ଲାଗିଗଲେ, ସମାନ ପ୍ରଣାଳୀରେ ସମ୍ପୃକ୍ତ କାର ମାଲିକଙ୍କୁ ଆଲର୍ଟ ମେସେଜ ଯିବ । ଏପରି କିଛି ଯନ୍ତ୍ରାଂସ ଉଦ୍ଭାବନ କରି ଚର୍ଚ୍ଚାରେ ରହିଛନ୍ତି ବିହାର ଗୟାର ବିକି ଯାଦବ ନାମକ ଜଣେ ଯୁବକ । ଦେଖନ୍ତୁ ସେ କଣ କହୁଛନ୍ତି ।
Last Updated : Feb 3, 2023, 8:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.