ମୁମ୍ବାଇ ଗଣେଶ ମହୋତ୍ସବ ଭଳି କଟକରେ 10 ଦିନ ହେବ ଗଣେଶ ମହୋତ୍ସବ - ବାଲିଯାତ୍ରା ଉପର ପଡିଆରେ ହେବ ଚଳିତବର୍ଷ ଗଣେଶ ମହୋତ୍ସଵ

🎬 Watch Now: Feature Video

thumbnail

By

Published : Aug 28, 2022, 10:31 PM IST

Updated : Feb 3, 2023, 8:27 PM IST

କଟକ ବାଲିଯାତ୍ରା ଉପର ପଡିଆରେ ହେବ ଚଳିତବର୍ଷ ଗଣେଶ ମହୋତ୍ସଵ । ମୁମ୍ବାଇରେ ହେଉଥିବା ଗଣେଶ ମହୋତ୍ସବ ପରି ଚଳିତବର୍ଷ କଟକରେ10 ଦିନବ୍ୟାପୀ ଏହି କାର୍ଯ୍ୟକ୍ରମ ଆୟୋଜନ କରିବ ଟୁଇନସିଟି ଗଣେଶ ପୂଜା କମିଟି । ଆସନ୍ତା ସେପ୍ଟେମ୍ବର 1 ରୁ 10 ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏହି ମହୋତ୍ସବ । ଏହି ମହୋତ୍ସବରେ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ଦୃଶ୍ୟ କରାଇବ କମିଟି । ଇଟିଭି ଭାରତ, କଟକ
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.