FIFA World Cup: କିଏ ମାରିବ ବାଜି, ଶୁଣନ୍ତୁ କଣ କହୁଛନ୍ତି ପୂର୍ବତନ ଖେଳାଳି - ଫିଫା ବିଶ୍ବକପ

🎬 Watch Now: Feature Video

thumbnail

By

Published : Dec 18, 2022, 1:39 PM IST

Updated : Feb 3, 2023, 8:36 PM IST

କଟକ: ଅନ୍ତିମ ଚରଣରେ ଫିଫା ବିଶ୍ବକପ । ଆଉ କିଛି ସମୟର ଅପେକ୍ଷା । ଲୁସାଇଲ ଗ୍ରାଉଣ୍ଡରେ ଖେଳାଯିବ ଆର୍ଜେଣ୍ଟିନା ଫ୍ରାନ୍ସ ମଧ୍ୟରେ ଫାଇନାଲ ଲଢେଇ । ଏମବାପେ ଓ ମେସିଙ୍କ ମଧ୍ୟରେ ହେବ ମହା ଟ୍ରଫି ଟକ୍କର । ତେବେ କିଏ ମାରିବ ବାଜି କଣ ରହିଛି ମ୍ୟାଚ ରୂପରେଖ ଏନେଇ ପୂର୍ବତନ ଭାରତୀୟ ଖେଳାଳି ଆରପି ସିଂହଙ୍କ ସହ ସ୍ବତନ୍ତ୍ର ଆଲୋଚନା କରିଛନ୍ତି ଆମ ପ୍ରତିନିଧି ।
Last Updated : Feb 3, 2023, 8:36 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.