thumbnail

By

Published : Dec 31, 2022, 10:52 PM IST

Updated : Feb 3, 2023, 8:38 PM IST

ETV Bharat / Videos

ହସ୍ପିଟାଲ୍ ଭିତରେ ପନ୍ତ, ବାହାରେ ପହଞ୍ଚିଲେ ଫ୍ୟାନ୍ସ

ଡେରାଡୁନ: ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଋଷଭ ପନ୍ତଙ୍କ ଚିକିତ୍ସା ଜାରି ରହିଛି । ଡାକ୍ତରଙ୍କ ସୂଚନା ଅନୁଯାୟୀ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ତେବେ ପନ୍ତଙ୍କ ପ୍ରଶଂସକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ପନ୍ତ ଶୀଘ୍ର ସୁସ୍ଥ ହୋଇ ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରି ପୁଣି ଥରେ ନିଜର ଜଲୱା ଦେଖାନ୍ତୁ ବୋଲି କହିଛନ୍ତି ପ୍ରଶଂସକ । ମ୍ୟାକ୍କ ହସ୍ସିଟାଲ ଆଗରେ ପହଁଞ୍ଚି ପ୍ରଶଂସକ ମାନେ ପନ୍ତ ଶୀଘ୍ର ସୁସ୍ଥ ହେବା ନେଇ ପ୍ରାର୍ଥନା କରିଛନ୍ତି ।
Last Updated : Feb 3, 2023, 8:38 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.