Ganesh Chaturthi, ତାମିଲନାଡୁରେ ୨୦ ହଜାର ଗଣେଶ ମୂର୍ତ୍ତି ପ୍ରଦର୍ଶନୀ

By

Published : Sep 1, 2022, 9:17 PM IST

Updated : Feb 3, 2023, 8:27 PM IST

thumbnail
ଚେନ୍ନାଇ: ଦୀର୍ଘ ୨ବର୍ଷର କଟକଣା ପରେ ଦେଶର କୋଣ ଅନୁକୋଣରେ ଭିନ୍ନ ଭିନ୍ନ ଢଙ୍ଗରେ ଗଣେଶ ଚତୁର୍ଥୀ ପାଳନ କରାଯାଉଛି । ତାମିଲନାଡୁର ରାଜଧାନୀ ଚେନ୍ନାଇ ନିକଟସ୍ଥ ଚିତ୍ତଲପକ୍କାମ ଠାରେ ଏକ ବିଶାଳ ଗଣେଶ ମୂର୍ତ୍ତି ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହି ପ୍ରଦର୍ଶନୀରେ ୨୦ ହଜାର ଗଣେଶ ମୂର୍ତ୍ତିକୁ ରଖାଯାଇଛି (exhibition of 20000 ganesh idols) । ଏଥିରେ ମୁଖ୍ୟ ଆକର୍ଷଣ ପାଲଟିଛି ବୋଟିଂ କରୁଥିବା ଗଣେଶ, ଡକ୍ଟର ଗଣେଶ, ଟ୍ରେନ ଚଲାଉଥିବା ଗଣେଶ ଏବଂ ବୀଣା ବଜାଉଥିବା ଗଣେଶ । ଏହି ପ୍ରଦର୍ଶନୀ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.