thumbnail

10-Seater Motorbike: ସୌରଚାଳିତ ୧୦ସିଟର୍ ବାଇକ, ଥରେ ଚାର୍ଜ ହେଲେ ଗଡିବ 100KM

By

Published : Jan 16, 2023, 10:25 PM IST

Updated : Feb 3, 2023, 8:39 PM IST

କୋଲକାତା: ପଶ୍ଚିମବଙ୍ଗ ଦୁର୍ଗାପୁରରେ ଯୁବକଙ୍କ ନିଆରା ପ୍ରୟାସ । ୧୦ ସିଟ ବିଶିଷ୍ଟ ଏକ ମୋଟର ବାଇକ ନିର୍ମାଣ କରିଛନ୍ତି । ବାଇକରେ ଅତି ବେଶୀରେ ୨ ଜଣ ବସିବାର ଟ୍ରାଫିକ ନିୟମ ରହିଛି । ହେଲେ ଏପରି ନିଆରା ବାଇକ ନିର୍ମାଣ କରିଛନ୍ତି ମନୁ । ଦୁର୍ଗାପୁର ଗୋପାଲମଠ ଅଞ୍ଚଳର ଅଧିବାସୀ ମନୁ ୨୨ ଦିନ ମଧ୍ୟରେ ୧୫ ହଜାର ଟଙ୍କା ବ୍ୟରେ ଏହି ବାଇକ ନିର୍ମାଣ କରିଛନ୍ତି । ଏହି ବାଇକ ଗୋଟିଏ ଥର ଚାର୍ଜ ହେବା ପରେ ୧୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏହି ବାଇକ ବିଦ୍ୟୁତରେ ନୁହେଁ ବରଂ ସୌର ଚାଳିତ ବାଇକ । ତେବେ ଲୋକଙ୍କ ସୁବିଧା ଲାଗି ଏପରି ଆହୁରି ବାଇକ ନିର୍ମାଣ କରିବା ଲାଗି ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହାୟତା ଲୋଡ଼ିଛନ୍ତି । 

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.