ଦିଲ୍ଲୀରେ କଂଗ୍ରେସର ବିକ୍ଷୋଭ: ଯୁବ କଂଗ୍ରେସ ଜାତୀୟ ସଭାପତିଙ୍କୁ ଚୁଟି ଧରି ଭିଡିନେଲା ପୋଲିସ - ସୋନିଆଙ୍କୁ ଜେରା ନେଇ ପ୍ରତିବାଦ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-15929133-723-15929133-1658831454406.jpg)
ନୂଆଦିଲ୍ଲୀ: କଂଗ୍ରେସର ବିକ୍ଷୋଭ ବେଳେ ଏକାଧିକ ନେତା ଓ କର୍ମୀଙ୍କୁ ପୋଲିସ ଅଟକ ରଖିଛି । ଯୁବ କଂଗ୍ରେସର ଜାତୀୟ ସଭାପତି ଶ୍ରୀନିବାସ ବି.ଭିଙ୍କୁ ମଧ୍ୟ ପୋଲିସ ଆନ୍ଦୋଳନ ସ୍ଥାନରୁ ଉଠାଇ ନେଇଛି । ଦିଲ୍ଲୀ ପୋଲିସ ଅଧିକାରୀ ଶ୍ରୀନିବାସଙ୍କ ଚୁଟି ଭିଡି ଗାଡି ତାଙ୍କୁ ଗାଡିରେ ବସାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:25 PM IST