ରାସ୍ତା ମଝିରେ ଚାଟ୍‌ ଖାଇଲେ ଦିଲ୍ଲୀ ଆପ୍‌ ପ୍ରାର୍ଥୀ, ଟ୍ରାଫିକ ଜାମ୍‌ରେ ଫସିଲେ ଲୋକେ

By

Published : Dec 2, 2022, 8:26 PM IST

Updated : Feb 3, 2023, 8:34 PM IST

thumbnail
ନୂଆଦିଲ୍ଲୀ: ପ୍ରଚାର ସମୟରେ ରାସ୍ତା ମଝିରେ ଗାଡ଼ି ରଖି ଚାଟ୍‌ ଖାଇଲେ ଦିଲ୍ଲୀ ଆମ ଆଦମି ପାର୍ଟି ଦଳ (Delhi AAP party candidate )ର ପ୍ରାର୍ଥୀ ଅଜିତ କୌର । ଫଳରେ ଶହ ଶହ ଗାଡ଼ି ରାସ୍ତାରେ ଅଟକି ରହିବା ଦ୍ବାରା ଟ୍ରାଫିକ ଜାମ ହୋଇଛି । ଆଉ ଏପଟେ ପ୍ରାର୍ଥୀ ଜଣକ ଚାଟ୍‌ ଖାଇବାରେ ବ୍ୟସ୍ତ ରହିଛନ୍ତି (Ajit Kaur blocks road for eating CHAAT)। ଉକ୍ତ ସ୍ଥାନରେ ଉପସ୍ଥିତ କେହି ଜଣେ ବ୍ୟକ୍ତି ଏହି ସମୟର ଦୃଶ୍ୟକୁ ଭିଡ଼ିଓ ଉତ୍ତୋଳନ କରି କ୍ୟାମେରାରେ କଏଦ କରିଛନ୍ତି । ଏବେ ଏହି ଭିଡ଼ିଓ ଭାଇରାଲ ହେଉଥିବା ବେଳେ ପ୍ରାର୍ଥୀ ଅଜିତଙ୍କୁ ଅନେକ ସମାଲୋଚନା କରିଛନ୍ତି ।
Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.