thumbnail

By

Published : Oct 7, 2022, 9:02 PM IST

Updated : Feb 3, 2023, 8:29 PM IST

ETV Bharat / Videos

ଦୀପିକା ଦିନେଶ ବିବାଦ: ପୁଅକୁ ବାପାର ପରିଚୟ ମିଳିଲେ ଧାରଣାରୁ ଉଠିବି କହିଲେ ଦୀପିକା

ବ୍ରହ୍ମପୁର: ଦୀପିକା ଦିନେଶ ବିବାଦ ମାମଲା । ପୁଅକୁ ବାପାର ପରିଚୟ ଦେବା ପାଇଁ ଦୀର୍ଘ ୬୬ ଦିନ ହେବ ବ୍ରହ୍ମପୁର ଦେଶୀ ବେହେରା ସାହିରେ ଧାରଣାରେ ବସିଛନ୍ତି ଦୀପିକା । ଏନେଇ ଦୀପିକାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.