ସୂର୍ଯ୍ୟ ପରାଗରେ ଜଗତ ଉଦ୍ଧାର ପାଇଁ ସଙ୍କୀର୍ତ୍ତନ କଲେ କଟକିଆ - କଟକ ସୂର୍ଯ୍ୟ ପରାଗ ଖବରଟ

🎬 Watch Now: Feature Video

thumbnail

By

Published : Oct 25, 2022, 6:51 PM IST

Updated : Feb 3, 2023, 8:30 PM IST

କଟକ : ଆଜି ଚଳିତ ଦଶନ୍ଧିର ସର୍ବ ବୃହତ ସୂର୍ଯ୍ୟ ପରାଗ। ସେଥିପାଇଁ ସାରା ଜଗତକୁ ଉଦ୍ଧାର କରିବା ପାଇଁ ଭଜନ କୀର୍ତ୍ତନ ମାଧ୍ୟମରେ ଭଗବାନଙ୍କୁ ସ୍ମରଣ କଲେ କଟକିଆ। କଟକ ସହରର ଝାଞ୍ଜିର ମଙ୍ଗଳା ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଏନେଇ ଏକ ଭଜନକୀର୍ତ୍ତନର ଆୟୋଜନ କରାଯାଇଥିଲା। ସାହିର ସମସ୍ତ ଯୁବକ ବୟସ୍କ ମାନେ ଏହି ସାଂସ୍କୃତିକ ସଭାରେ ଏକତ୍ରିତ ହୋଇ ଦିନ ତମାମ ଭଜନ କୀର୍ତ୍ତନ କରିଥିଲେ। ଏହି ପରାଗ ବିଶ୍ଵ ଉପରେ ବିପଦ ସୃଷ୍ଟି କରିବାକୁ ଥିବା ବେଳେ ଆଧ୍ୟାତ୍ମିକ ବାତାବରଣ ଦ୍ଵାରା ଏହାକୁ ଦୂର କରାଯାଇପାରିବ ବୋଲି ବିଶ୍ୱାସ ରହିଛି । ଇଟିଭି ଭାରତ, କଟକ
Last Updated : Feb 3, 2023, 8:30 PM IST

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.