thumbnail

ବାଲିଯାତ୍ରାର ଶେଷଦିନ, ଅପରାଧିଙ୍କୁ ଚେକ ଦେବାପାଇଁ ପ୍ରସ୍ତୁତ କମିଶନରେଟ ପୋଲିସ

By

Published : Nov 17, 2022, 2:07 PM IST

Updated : Feb 3, 2023, 8:32 PM IST

କଟକ: ଐତିହାସିକ ବାଲିଯାତ୍ରାର ଆଜି ଶେଷ ଦିନ । ଗତ ୮ ଦିନ ଧରି ଚାଲିଥିବା ବାଲିଯାତ୍ରାରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ତେବେ ଗତ ୮ ଦିନରେ ୨୦୦ ନିଖୋଜ ମାମଲା ରୁଜୁ କରାଯାଇଥିଲା ବେଳେ ସମସ୍ତ ନିଖୋଜ ଶିଶୁଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଛି କଟକ କମିଶନରେଟ ପୋଲିସ । ସବୁଠାରୁ ବଡ଼କଥା ହେଉଛି ମେଳାରେ ହଜି ଯାଉଥିବା ଶିଶୁମାନଙ୍କୁ ପୋଲିସ ଉଦ୍ଧାର କରି ଅସ୍ଥାୟୀ ଶିବିରରେ ରଖି ଖେଳଣା ଦେଇ ସେମାନଙ୍କୁ ମନାଉଛି ପୋଲିସ । ତେବେ ଆଜି ଶେଷ ଦିନରେ ପ୍ରବଳ ଭିଡ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେବେ ଏନେଇ କଟକ ଡ଼ିସିପିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ସମ୍ବାଦଦାତା ନାରାୟଣ ସାହୁ ।
Last Updated : Feb 3, 2023, 8:32 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.